ପଅରଦିନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ପଅରଦିନ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପରେଦ୍ୟୁଃ) ସମ୍ପାଦନା

ପରଶ୍ୱଃ; ଗତ କାଲିର ପୂର୍ବ ଦିନ ଓ ଆଗାମୀ କାଲିର ପର ଦିନ —Day after tomorrow; day before yesterday.

ମୋ ବାଇଧନ ପିଠା କରିଦେବି ପଅରଦିନ— କେଳାଙ୍କ ଧୁଡ଼ିକୀ ଗୀତ