ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ପା.—ସ୍ତ୍ରୀ) 

ଏକବିଂଶ ବ୍ୟଞ୍ଜନବର୍ଣ୍ଣ 'ପ' ବର୍ଗର ପ୍ରଥମ ବର୍ଣ୍ଣ —The ୨୧st consonant of the slpuabet corresponding to 'P'.

[ଦ୍ରଷ୍ଟବ୍ୟ —ଏହାର ଉଚ୍ଚାରଣ ସ୍ଥାନ ଓଷ୍ଠ ଏଥିପାଇଁ ଏହାକୁ ଓଷ୍ଠ୍ୟ ବର୍ଣ୍ଣ ବୋଲାଯାଏ ଏହା ଦୁଇ ଓଷ୍ଠା ସାହାର୍ଯ୍ୟରେ ଉଚ୍ଚାରିତ ହୁଏ ଏହାକୁ ସ୍ପର୍ଶ ବୋଲାଯାଏ]

ସଂସ୍କୃତ - ବିଶେଷ୍ୟ - (ପା. ଧାତୁ=ପାଳନ କରିବା+କର୍ତ୍ତୃ. ଅ) ସମ୍ପାଦନା

୧. ରାଜା —୧. King.
୨. ରାଜପୁତ୍ର —୨. Prince.
୩. ଶାସ୍ତା; ଶାସନକର୍ତ୍ତା —୩. Ruler.
୪. (ପତ୍ ଧାତୁ=ପଡ଼ିବା+କର୍ତ୍ତୃ. ଅ)—୧ ବାୟୁ — ୪. Air.
୫. ଅଣ୍ଡ —୫. Egg.
୬. (ପା. ଧାତୁ=ପାନ କରିବା+ଭାବ. ଅ) ପାନ — ୬. Drinking.
୭. (+କରଣ .ଅ) ପାତ୍ର —୭. Vessel.
୮. ରକ୍ଷା —୮. Protection.

[ଦ୍ରଷ୍ଟବ୍ୟ —ଏହା ଅନ୍ୟ ଶବ୍ଦ ପରେ ପଦାଂଶରୂପେ ବ୍ୟବହୃତ ହୋଇ ଫୁଲିଙ୍ଗ ବିଶେଷଣ ଶବ୍ଦ ହୋଇ ନିମ୍ନଲିଖିତ ଅର୍ଥ ପ୍ରକାଶ କରେ—୧. ଯେ ପାନ କରେ (ଯଥା—ମଧୁପ.ଦ୍ୱିପ, ପାଦପ); ୨. ଯେ ପାଳନ କରେ ବା ରକ୍ଷା କରେ (ଯଥା—ଗୋପ, ହସ୍ତତୀ); ୩. ଯେ ଶାସନ କରେ (ଯଥା—ନୃପ, ଭୁପ)]

ଦେଶଜ - ବିଶେଷ୍ୟ - ସମ୍ପାଦନା

ପଅ (ଦେଖ) - —pa-a (See).