ନ ହୁଏ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ନ ହୁଏ ତ—ଅନ୍ୟରୂପ)

ଦେଶଜ - ଅ ସମ୍ପାଦନା

୧. ନୋଚେତ୍; ନଇଲେ — ୧. Otherwise.

ହୁଏ ତାହାଙ୍କର କାର୍ଯ୍ୟରେ ଗଫଲତି , ନ ହୁଏ ଢିଲା ଫକୀରମୋହନ. ଛମାଣଆଠଗୁଣ୍ଠ

୨. କିମ୍ୱା —୨. Or.
୩. ଅଥବା ନାହିଁ —୩. Nor.