ନ ଦିନ କରିବା

ଉଚ୍ଚାରଣ

ସମ୍ପାଦନା

(ନଅ ଦିନ କରିବା—ଅନ୍ୟରୂପ)

  • (file)
  • (file)

ପ୍ରାଦେଶିକ - (ପୁରୀ) କ୍ରି. (ସଂସ୍କୃତ - ନବଦିନ)

ସମ୍ପାଦନା

ଗୁଣ୍ଡିଚାଠାରୁ ବାହୁଡ଼ା ପର୍ଯ୍ୟନ୍ତ ନଅ ଦିନ ପୁରୁଷୋତ୍ତମ କ୍ଷେତ୍ରରେ ତୀର୍ଥବାସ କରି ହବିଷ୍ୟ କରିବା —To observe Habishya at Puri during the ୯ days from the Guṇḍichā up to Bāhuṟḍ̠ā Ekādaṡī