ନ ଇଦେବା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - କ୍ରି. (ଇତର ଓ ଶୂଦ୍ରାଦିଙ୍କ ବ୍ୟବହୃତ)

ସମ୍ପାଦନା

(ଅଳଙ୍କାର, ସିନ୍ଦୁର ଓ ଅଳତା ଆଦି) ଅନ୍ୟକୁ ପିନ୍ଧାଇବା; ଅନ୍ୟର ଶରୀରକୁ ଭୂଷିତ କରାଇବା; ବେଶ କରିବା — To put on ornaments etc on another's body.

ପ୍ରାଦେଶିକ - (ଭଦ୍ରଖ)କ୍ରିୟାପଦ -

ସମ୍ପାଦନା

ରଖିବା — To put; to place.