ନୟନ
ନୟନ[୧]— ଆଖୀନୟନ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ନୀ ଧାତୁ=ନେବା+କରଣ. ଅନ)
ସମ୍ପାଦନା- ୧. ଚକ୍ଷୁଃ; ଆଖି —୧ Eye.
- ୨. (+ଭାବ. ଅତ) ପ୍ରମାଣ; ପ୍ରାପ୍ତି କରାଇବା — ୨. Procuring.
- ୩. (+କର୍ତ୍ତୃ. ଅନ)—ପଥ ପ୍ରଦର୍ଶିକ —୩. A guide.
- ୪. (କାଳ) ଯାପନ; କଟାଇବା; ଅତିବାହନ — ୪. Passing (of time); whiling away.
- ୫. ରାଜ୍ୟାଦିର ଶାସନ — ୫. Rulling; governing (Apte).
[ଦ୍ରଷ୍ଟବ୍ୟ —'ନୟନ' ଶବ୍ଦ ଅନ୍ୟ ଶବ୍ଦ ସଙ୍ଗେ ସମାସରେ ଯୁକ୍ତ ହୋଇ ବିଶେଷଣ ହୁଏ, ଯଥା—ତ୍ରିନୟନ (ଫୁ); ମୃଗନୟନା ଓ ଏଣୀନୟନା (ସ୍ତ୍ରୀ)]
- ↑ ନୟନ