ପ୍ରଧାନ ପୃଷ୍ଠା
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ନ୍ୟଞ୍ଚ୍
ଭାଷା
ଦେଖିବେ
ସମ୍ପାଦନା (Edit)
ନ୍ୟଞ୍ଚ୍
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Nyan̄ch
ଆଇ.ପି.ଏ.
— njˈʌntʃ
ସଂସ୍କୃତ - ବିଶେଷଣ - (ନି+ଅନ୍ଚ୍ ଧାତୁ+କର୍ତ୍ତୃ. କ୍ୱିପ୍)
ସମ୍ପାଦନା
୧. ନୀଚ — ୧. Vile; mean.
୨. କ୍ଷୁଦ୍ର —୨. Little.
୩. ନିମ୍ନ —୩. Low.
୪. (+କର୍ମ. କ୍ୱିପ୍)—ହେୟ — ୪. Contemptible.
୫. ଖର୍ବ —୫. Dwarfish; short.