ନ୍ୟକ୍କାର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ନ୍ୟକ୍=ଘୃଣାର୍ଥରେ ଅବ୍ୟୟ+କୃ+ଧାତୁ+ଭାବ ଅ) ସମ୍ପାଦନା

୧. ଘୃଣା; ଅବଜ୍ଞା — ୧. Abhorrence; contempt.
୨. ବମନ; ବାନ୍ତି —୨. Vomiting.
୩. ଧିକ୍କାର —୩. Contemptuous words.