ନୌରୋଜ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫା) ସମ୍ପାଦନା

୧. ପାରସିକମାନଙ୍କର ନବବର୍ଷାରମ୍ଭ; ମୁସଲମାନମାନଙ୍କର ବର୍ଷର ପ୍ରଥମ ଦିନ — ୧. Mahomedan or Persian New Year's day.
୨. ମୁସଲମାନମାନଙ୍କ ନବବର୍ଷାରମ୍ଭ ଦିନ କରାଯିବା ଉତ୍ସବ — ୨. The festival observed by the Mahomedans on the Persian New year's day.