ନେହୁରା

ଉଚ୍ଚାରଣ

ସମ୍ପାଦନା

(ନେହୁରା—ଅନ୍ୟରୂପ)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମନୋହରଣ)

ସମ୍ପାଦନା
୧. ସବିନୟ ପ୍ରାର୍ଥନା — ୧. Humble prayer; humble requset.
୨. ଚାଟ; ଖୋସାମତ — ୨. Flattery.

ଦେଶଜ - ବିଶେଷଣ -

ସମ୍ପାଦନା

ସବିନୟ ପ୍ରାର୍ଥନାକାରୀ; ସ୍ତାବକ — Beseeching.