ନେହୁଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ପର୍ତ୍ତୁଗୀଜ ଆନୋନା) ସମ୍ପାଦନା

ଆତଜାତୀୟ ଫଳ— ବିଶେଷ; ଲେଉଆ —A kind of apple; the bullock's heart; Anone Raticulate.

[ଦ୍ରଷ୍ଟବ୍ୟ —ଏ ଗଛ ପୂର୍ବେ ବିଦେଶରୁ ଅଣାଯାଇ ଏ ଦେଶରେ ବର୍ତ୍ତମାନ ଉଠୁଥିବାର ପଣ୍ଡିତମାନେ କହନ୍ତି; ଏହାର ମଞ୍ଚି ଆତମଞ୍ଚି ପରି କିନ୍ତୁ ଉପର ଚୋପା ମସୃଣ]