ନେଳି
ନେଳି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. (ସଂସ୍କୃତ - ନୀଳ)—ନୀଳବର୍ଣ୍ଣ — ୧. Blue colour.
- ୨. ନୀଳବଡ଼ି —୨. Indigo-ball.
- ୩. (ସଂସ୍କୃତ - ନୀଳୀ)—ପାଣି ଉପରେ ମାଡ଼ିଯିବା ଏକପ୍ରକାର ଅତି କ୍ଷୂଦ୍ର ଦଳ ବା ଶିଉଳି — ୩. A kind of bluish moes which spreads rapidly on the surface of stagnent water.
[ଦ୍ରଷ୍ଟବ୍ୟ —ସାନ ବଡ଼ ଭେଦରେ ଏହା ୨ ପ୍ରକାର]
ଦେଶଜ - ବିଶେଷଣ -
ସମ୍ପାଦନାନେଳିଆ —Blue.