ନେଳି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. (ସଂସ୍କୃତ - ନୀଳ)—ନୀଳବର୍ଣ୍ଣ — ୧. Blue colour.
୨. ନୀଳବଡ଼ି —୨. Indigo-ball.
୩. (ସଂସ୍କୃତ - ନୀଳୀ)—ପାଣି ଉପରେ ମାଡ଼ିଯିବା ଏକପ୍ରକାର ଅତି କ୍ଷୂଦ୍ର ଦଳ ବା ଶିଉଳି — ୩. A kind of bluish moes which spreads rapidly on the surface of stagnent water.

[ଦ୍ରଷ୍ଟବ୍ୟ —ସାନ ବଡ଼ ଭେଦରେ ଏହା ୨ ପ୍ରକାର]

ଦେଶଜ - ବିଶେଷଣ - ସମ୍ପାଦନା

ନେଳିଆ —Blue.