ନେଥେଇ ଫୁଲୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ନେଥେଇ ଫୁଲେଈ—ଅନ୍ୟରୂପ)

  • (file)
  • (file)

ପ୍ରାଦେଶିକ - (କଟକ ଓ ପୁରୀ) ବିଶେଷ୍ୟ - ସମ୍ପାଦନା

୧. ଅହଂକାରିଣୀ ନାରୀ; ଗଉଁବାଜ୍ ସ୍ତ୍ରୀ — ୧. An arrogant woman.
୨. ଯେଉଁ ସ୍ତ୍ରୀ ନିଜର ବିଭବ ବା ନିଜର ଅନ୍ୟ ପ୍ରତି ସ୍ନେହ ବାହାରେ ଦେଖାଇ ହୁଏ —୨. A vain glorious woman.