ନେଉଆ
ନେଉଆ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାନେଉଆ
ବୈଦେଶିକ - ବିଶେଷ୍ୟ - (ପର୍ତ୍ତୁଗୀଜ ଆନୋନା)
ସମ୍ପାଦନାଆତଜାତୀୟ ଫଳ— ବିଶେଷ; ଲେଉଆ —A kind of apple; the bullock's heart; Anone Raticulate.
[ଦ୍ରଷ୍ଟବ୍ୟ —ଏ ଗଛ ପୂର୍ବେ ବିଦେଶରୁ ଅଣାଯାଇ ଏ ଦେଶରେ ବର୍ତ୍ତମାନ ଉଠୁଥିବାର ପଣ୍ଡିତମାନେ କହନ୍ତି; ଏହାର ମଞ୍ଚି ଆତମଞ୍ଚି ପରି କିନ୍ତୁ ଉପର ଚୋପା ମସୃଣ]