ନୂଆ

ଉଚ୍ଚାରଣ

ସମ୍ପାଦନା
  • (file)
  • (file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ନବ; ନୂତନ; ତୁଳ. ଫା, ନୌ; ଲୌଟିନ୍—ନୋଭମ୍)

ସମ୍ପାଦନା
୧. ନୂତନ ୧. New.
୨. ନବ୍ୟ; ନବଜାତ —୨. Novel.
୩. ଅଳ୍ପଦିନ ହେଲା ଘଟିଥିବା —୩. Recent.
୪. ଅଳ୍ପବୟସ୍କ —୪. Young.
୫. ତଟକା —୫. Fresh.

ଦେଶଜ - ବିଶେଷ୍ୟ -

ସମ୍ପାଦନା

ଚଳିଚବର୍ଷର ପ୍ରଥମ ଉତ୍ପାନ୍ନ ଧାନ୍ୟ — Newly harvested paddy for the current year.

(ଯଥା—ନୂଆଖିଆ)