ନିୟୋଜିତ
ନିୟୋଜିତ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
(ନିୟୋଜିତା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ନି+ଯୁଜ୍. ଧାତୁ. ଣିଚ+କର୍ମ ତ) ସମ୍ପାଦନା
- ୧. ଅନ୍ୟଦ୍ୱାରା କର୍ମରେ ନିଯୁକ୍ତ କରା ଯାଇଥିବା — ୧. Appointed to an office.
- ୨. ନିଯୁକ୍ତ —୨. Engaged.
- ୩. ପ୍ରବର୍ତ୍ତିତ —୩. Stimulated.
- ୪. ପ୍ରେରିତ —୪. Sent.
- ୫. ଭାର ପ୍ରାପ୍ତ; କ୍ଷମତା ପ୍ରାପ୍ତ —୫. Entrusted; authorised.
- ୬. ଆଦିଷ୍ଟ —୬. Commanded; enjoined; commissioned.
- ୭. ସଂଯୁକ୍ତ; ପ୍ରଯୁକ୍ତ —୭. Connected with; joined to; attached to; tied on.
- ୮. ବ୍ୟବହୃତ —୮. Used; utilised.
- ୯. ଆଦେଶଦ୍ୱାରା ବ୍ୟବହୃତ —୯. Commandeered.
- ୧. ସ୍ଥାପିତ —୧୦. Placed; laid.
- ୧୧. କୌଣସି କର୍ମ କରିବାକୁ ଉତ୍ତେଜିତ — ୧୧. Urged; impelled; incited; instigated.