ନିହ୍ନୁତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ନି+ହ୍ନୁ ଧାତୁ+କର୍ମ. ତ) ସମ୍ପାଦନା

୧. ଅସ୍ୱୀକୃତ — ୧. Denied.
୨. ଗୋପିତ; ଅପ୍ରକାଶିତ —୨. Kept secret.
୩. ଲୁକ୍କାୟିତ —୩. Concealed.