ନିହାଇ

ଉଚ୍ଚାରଣ

ସମ୍ପାଦନା
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନିହାନୀ, ନିଘାତି; ତୁଳ. ଫାରାସୀ - ନିହାଲୀ)

ସମ୍ପାଦନା

ନେହାଇ; ନେହି; ଲେହି; ଯେଉଁ ଲୌହ ମୁଣ୍ଡା ଉପରେ ତାତିଲା ଲୁହା, ସୁନା, ରୂପାଆଦିକୁ ରଖି କମାର ଓ ବଣିଆମାନେ ହାତୁଡ଼ିରେ ପିଟନ୍ତି —Anvil.