ନିଷ୍ଫଳା

ଉଚ୍ଚାରଣ

ସମ୍ପାଦନା

(ନିଷ୍ଫଳୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ନିଷ୍ଫଳ+ ସ୍ତ୍ରୀ. ଆ)

ସମ୍ପାଦନା
୧. ବନ୍ଧ୍ୟା ନାରୀ — ୧. A barren woman.
୨. ନିବୃତ୍ତ ରଜସ୍ୱା ନାରୀ — ୨. A woman past child-bearing or menstruation.

[ଦ୍ରଷ୍ଟବ୍ୟ —ସାଧାରଣତଃ ୫ ଠାରୁ ୫୫: ବର୍ଷ ବୟସ୍କ ପରେ ସ୍ତ୍ରୀମାନଙ୍କର ମାସିକ ରଜଃସ୍ରାବ ବନ୍ଦ ହୁଏ]

ଅନୁବାଦ

ସମ୍ପାଦନା

ସଂସ୍କୃତ - ବିଶେଷଣ - ସ୍ତ୍ରୀ

ସମ୍ପାଦନା

ନିଷ୍ଫଳର ସ୍ତ୍ରୀ ଲିଙ୍ଗ —Feminine of Nishphaḻa.

ଦେଶଜ - ବିଶେଷଣ - (ସଂସ୍କୃତ - ନିଷ୍ଫଳ)

ସମ୍ପାଦନା

ନିଷ୍ଫଳ (ଦେଖ) - Nishphaḻa (See)