ନିଷାଦୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ନିଷାଦିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (ନି+ସଦ୍ଧାତୁ=ଗମନ କରିବା+କର୍ତ୍ତୃ. ଇନ୍= ନିଷାଦିନ୍;) ସମ୍ପାଦନା

୧. ହସ୍ତାରୋହୀ ବ୍ୟକ୍ତି — ୧. Elephant rider.

ନିଷାଦୀ ନିଷାଦୀ ସହ ମିଶିଲେ ଆହବେ—ରାଧାନାଥ.ମହାଯାତ୍ରା

୨. ହାତିଆଳ; ମାହୁନ୍ତ —୨. An elephant driver.

ସଂସ୍କୃତ - ବିଶେଷଣ - ସମ୍ପାଦନା

୧. ବିଷଣ୍ଣ —୧. Dejected.
୨. ଶୟିତ; ବିଶ୍ରାନ୍ତ —Reposed; asleep.
୩. ଆଉଜି ଥିବା —୩. Reclined; leaning on.
୪. ଉପବିଷ୍ଟ —୪. Seated.
୫. ସ୍ଥିତ —୫. Placed, set; established; situated.