ନିଶ୍ଚୟ
ନିଶ୍ଚୟ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ -(ନିର୍+ଚି ଧାତୁ=ଏକତ୍ର କରିବା+ଭାବ. ଅ)
ସମ୍ପାଦନା- ୧. ସନ୍ଦେହଶୂନ୍ୟ ଜ୍ଞାନ; ନିଃସନ୍ଦେହ ଜ୍ଞାନ — ୧. Certainty; certitude; clear knowledge of a thing.
ଗହନ କି ବନ ହୋଇଲା ସନ୍ଦେହ ନିଶ୍ଚୟ ହୋଇ ବିଦୂର କବିସୂର୍ଯ୍ୟ କିଶୋରୀ ଚମ୍ପୁ, ଗ ଗୀତ
- ୨. କାବ୍ୟର ଅଳଙ୍କାରବିଶେଷ; ଅନ୍ୟ ବସ୍ତୁର ନିଷେଧଦ୍ୱାରା ପ୍ରକୃତ ବସ୍ତୁର ସ୍ଥାପନ —୨. A figure of sheech in which the truth is eatablished by proving an assumption to be false.
- ୩. ନିର୍ଣ୍ଣୟ; ନିର୍ଦ୍ଧାରଣ —୩. Ascertaining.
- ୪. ମନରେ ଦୃଢ଼ ଧାରମା —୪. Conviction.
- ୫. ସଂକଳ୍ପ —୫. Resolution; determination
- ୬. ସିଦ୍ଧାନ୍ତ; ମୀମାଂସା —୬. Settlement; decision.
- ୭. ଅଧ୍ୟବସାୟ —୭. Perseverance.
ଦେଶଜ - ବଣ.—(ସଂସ୍କୃତ - ନିଶ୍ଚିତ)
ସମ୍ପାଦନା- ୧. ନିଃସନ୍ଦେହ; ସଂଶୟରହିତ — ୧. Undoubted; doubtless.
- ୨. ସ୍ଥିର —୨. Certain.
ଅନୁବାଦ
ସମ୍ପାଦନାଦେଶଜ - କ୍ରି. ବିଶେଷଣ -(ସଂସ୍କୃତ - ନିଶ୍ଚୟେଣ; ନିଶ୍ଚୟାତ୍)
ସମ୍ପାଦନାନିଶ୍ଚେଁ; ନିଃସନ୍ଦେହରେ —Certainly; surely; without doubt.