ନିଶ୍ଚେ
ନିଶ୍ଚେ
ଉଚ୍ଚାରଣ
ସମ୍ପାଦନା(ନିଶ୍ଚେଁ, ନିଶ୍ଚେଇଁ—ଅନ୍ୟରୂପ)
ଅନୁବାଦ
ସମ୍ପାଦନାନିଶ୍ଚେ
|
ଦେଶଜ - କ୍ରି. ବିଣ—(ସଂସ୍କୃତ - ନିଶ୍ଚୟେଣ)
ସମ୍ପାଦନା- ୧. ନିଶ୍ଚୟରେ; ଅବଶ୍ୟ; ମୁକର — ୧. Certainly; surely; without fail.
ପରଠାରେ ନିଶ୍ଚେ ସେ ହୁଏ ଲଜ୍ଜିତ—ରାଧାନାଧ. ମେଘଦୂତ
- ୨. ନିଃସନ୍ଦେହରେ —୨. Undoubtedly.