ନିଶ୍ଚିତ
ନିଶ୍ଚିତ
ଉଚ୍ଚାରଣ
ସମ୍ପାଦନା(ନିଶ୍ଚିତି—ବି)
ସଂସ୍କୃତ - ବିଶେଷଣ - (ନିର+ଚି ଧାତୁ=ଗମନ କରିବା+କର୍ମ. ତ)
ସମ୍ପାଦନା- ୧. ସ୍ଥିରୀକୃତ; ନିର୍ଣ୍ଣୀତ — ୧. Ascertained; settled.
- ୨. ମୀମାଂସିତ — ୨. Decided; determined.
- ୩. ନିଃସନ୍ଦେହ —୩. Sure; certain; undoubted.
- ୪. ପରିଜ୍ଞାତ —୪. Known.
- ୫. (+କର୍ତ୍ତୃ. ତ)—ନିଶ୍ଚିୟବାନ୍ — ୫. Having firm conviction.
କ୍ରି.ବିଶେଷଣ -
ସମ୍ପାଦନାନିଃସନ୍ଦେହରୂପେ; ନିଶ୍ଚେଁ — Certainly; surely; decidedly.