ନିଲାମ କୋରଖ
ନିଲାମ କୋରଖ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ନିଲାମ କୋରଖ
|
ବୈଦେଶିକ - ବିଶେଷ୍ୟ - (କଚରିଆ) (ଆରବୀ - ନିଲାମ୍ ଓ ତୁର୍କୀ. କୁର୍କ) ସମ୍ପାଦନା
କୌଣସି ସମ୍ପତ୍ତି ନିଲାମଦ୍ୱାରା ବିକ୍ରି ହେବ ଓ ନିଲାମ ପୂର୍ବରୁ ତାହା ଅନ୍ୟ କେହି ବ୍ୟକ୍ତି ଖରିଦ କରିବେ ନାହିଁ ବୋଲି ସର୍ବ— ସାଧରଣଙ୍କୁ ଜଣାଇ ଦେବା — Attachment of a property pending its auction sale.