ନିଲାମ କାଏମ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (କଚରିଆ) (ଆରବୀ - ନିଲାମ୍+ଫାରାସୀ - କାଏମ୍) ସମ୍ପାଦନା

ନିଲାମ ହୋଇଥିବା ସମ୍ପତ୍ତିର ନିଲାମ ଡାକ ହେବା ପରେ ନିଲାମ ଖରିଦଦାର୍ ନିର୍ଦ୍ଧାରିତ ଜରସମନ ଦାଖଲ କଲେ ଓ ଦେଣଦାର ନିର୍ଦ୍ଧାରିତ ସମୟ ମଧ୍ୟରେ ଟଙ୍କା ଦାଖଲ ନ କଲେ ବା ନିଲାମ

ବିରୁଦ୍ଧରେ କୌଣସି ଆପତ୍ତି ଦାଏର ହୋଇ ତାହା ବିଚାର ହେବା ପରେ ଆପତ୍ତ ନାମଞ୍ଜୁର ହେଲେ ନିଲାମ ଖରିଦଦାର ଉକ୍ତ ସମ୍ପତ୍ତିର ନ୍ୟାଯ୍ୟ ମାଲିକ ହେବା ବିଷୟ ଅଦାଲତଙ୍କଦ୍ୱାରା ସିନ୍ଧାନ୍ତ ହେବା — Confirmation of an auction sale.