ନିର୍ଲୋଭ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ନିର୍ଲୋଭା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ନିର୍+ଲୋଭ) ସମ୍ପାଦନା

୧. ଲୋଭ ଶୂନ୍ୟ —୧. Uncovetuous; free from covetuousness or avarice.
୨. ସନ୍ତୁଷ୍ଟ —୨. Contented.

ବିଶେଷ୍ୟ - ସମ୍ପାଦନା

ସନ୍ତୋଷ; ତୁଷ୍ଟି —Contentment.