ନିର୍ମୂଳୀ ଲତା
ନିର୍ମୂଳୀ ଲତା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାନିର୍ମୂଳୀ ଲତା
ସଂସ୍କୃତ - ବିଶେଷ୍ୟ -
ସମ୍ପାଦନାପରାଙ୍ଗପୁଷ୍ଟ ଲତାବିଶେଷ; ଗଛ ଉପରେ ମାଡ଼ି ଥିବା ମୂଳହୀନ ଲତାବିଶେଷ; ଆକାଶ ବଲ୍ଲୀ — A sort of parasite creeper; Cuscuta Reflexa.
[ଦ୍ରଷ୍ଟବ୍ୟ —ଏହା ସରୁ ହଳଦିଆ ଡେମ୍ଫ— ବିଶିଷ୍ଟ ଏକପ୍ରକାର ଲତା ଏହାର ପତ୍ର ନାହିଁ ଏହା ବିନାଚେରରେ ଗଛ ଉପରେ ମାଡ଼େ ଏହା ଧାରକ, ତିକ୍ତ କଷାୟ ରସ, ପିଚ୍ଛିଳ, ନେତ୍ରରୋଗଘ୍ନ, ଅଗ୍ନିବର୍ଦ୍ଧକ ଓ ପିତ୍ତକଫ ଓ ଆମନାଶକ]