ନିର୍ମୂଳୀ ଲତା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ପରାଙ୍ଗପୁଷ୍ଟ ଲତାବିଶେଷ; ଗଛ ଉପରେ ମାଡ଼ି ଥିବା ମୂଳହୀନ ଲତାବିଶେଷ; ଆକାଶ ବଲ୍ଲୀ — A sort of parasite creeper; Cuscuta Reflexa.

[ଦ୍ରଷ୍ଟବ୍ୟ —ଏହା ସରୁ ହଳଦିଆ ଡେମ୍ଫ— ବିଶିଷ୍ଟ ଏକପ୍ରକାର ଲତା ଏହାର ପତ୍ର ନାହିଁ ଏହା ବିନାଚେରରେ ଗଛ ଉପରେ ମାଡ଼େ ଏହା ଧାରକ, ତିକ୍ତ କଷାୟ ରସ, ପିଚ୍ଛିଳ, ନେତ୍ରରୋଗଘ୍ନ, ଅଗ୍ନିବର୍ଦ୍ଧକ ଓ ପିତ୍ତକଫ ଓ ଆମନାଶକ]