ନିର୍ବାଚନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ନିର୍+ବଚ୍ ଧାତୁ ଣିଚ୍ ବାଚି ଧାତୁ= ବୋଲାଇବା+ଭାବ. ଅନ) ସମ୍ପାଦନା

୧. ନିର୍ଦ୍ଦାରଣ; ସ୍ଥିରୀକରଣ —୧. Determination.
୨. ଅନେକଙ୍କ ମଧ୍ୟରୁ ବାଛି ବାହାର କରିବା — ୨. Selection from amongst many; picking ourt; choice; election.