ନିର୍ଜ୍ଜନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+ଜନ) ସମ୍ପାଦନା

୧. ଜନହୀନ; ନିଭୃତ — ୧. Lonely; deserted; desolate.
୨. ଏକାକୀ —୨. Solitary.
୩. ବିଜନ —୩. Uninhabited.

ବିଶେଷ୍ୟ - ସମ୍ପାଦନା

ବିଜନସ୍ଥାନ —Lonely place; solitude; wilderness.

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

ନିସ୍ତବ୍ଧ —Silent.

(ଯଥା—ନିର୍ଜନ ରାତି)