ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ନିର୍ଗମ
ଭାଷା
ଦେଖିବେ
ସମ୍ପାଦନା
ନିର୍ଗମ
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Nirgama
ଆଇ.ପି.ଏ.
— nˈiɾɡʌmˌɔ
(ନିର୍ଗମନ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ନିର୍+ଗମ୍ ଧାତୁ+କରଣ. ଅନ)
ସମ୍ପାଦନା
୧. ବହିର୍ଗମନଦ୍ୱାର —୧. An exit; an outlet.
୨. (+ଭାବ. ଅ) ବାହାରକୁ ଯିବା — ୨. Going out; out-flow.
୩. ନିଷ୍କ୍ରିମଣ —୩. Departure; issue.
୪. ନାଶ —୪. Loss.