ନିରୁତା
ଦେଶଜ,ବିଶେଷଣ ,[୧] ସମ୍ପାଦନା
- ନିରୋଳା ( Unalloyed )
- ଅମିଶ୍ରିତ ( Unadulterated )
- ଖାଣ୍ଟି
- ବିଶୁଦ୍ଧ ( pure )
[ ନିରୋତା - ଅନ୍ୟରୂପ ]
ଆଧାର ସମ୍ପାଦନା
- ↑ ପୂର୍ଣ୍ଣଚନ୍ଦ୍ରଭାଷାକୋଷ , ପୃଷ୍ଠା - ୪୩୨୪
ନିରୁତା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
(ନିରୋତା—ଅନ୍ୟରୂପ)
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷଣ - ସମ୍ପାଦନା
- ୧. ନିରୋଳା; ଅମିଶ୍ରିତ; ଖାଣ୍ଟି — ୧. Unalloyed; unadulterated.
ଦଶ ସେର ନିରୁତା ଦୁଧ ଆଉଟି ପାଖସେର ରହିବ ଫକୀରମୋହନ, ଗଳ୍ପସ୍ୱଳ୍ପ
- ୨. ବିଶୁଦ୍ଧ —୨. Pure.
- ୩. ଅସଲ; ଅକୃତ୍ତ୍ରିମ —୩. Geunine.