ନିରୀଶ୍ୱର

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷଣ - (ବହୁବ୍ରାହି; ନିର୍+ଈଶ୍ୱର)

ସମ୍ପାଦନା
୧. ଈଶ୍ୱରଶୂନ୍ୟ — ୧. Godless; destitute of God.
୨. ନାସ୍ତିକ —୨. Denying the existence of God; atheistic.

ବିଶେଷ୍ୟ -

ସମ୍ପାଦନା

ଈଶ୍ୱରଙ୍କ ଅସ୍ତିତ୍ୱ ଅସ୍ୱୀକାର; ନିରୀଶ୍ୱରବାଦ; ନାସ୍ତିକତା — Denial of the existence of God, atheism.