ନିରବ୍ୟୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ନିରବ୍ୟୟା—ସ୍ତ୍ରୀ) 

(ନିରବ୍ୟୟତା—ବି)

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+ଅବ୍ୟୟ) ସମ୍ପାଦନା

୧. ଅଜାତ କ୍ଷୟ; ଅଶୀର୍ଣ୍ଣ —୧. Undecayed.
୨. ଅକ୍ଷୟ; ଅବିନାଶୀ — ୨. Undecaying.
୩. ଚିରସ୍ତାୟୀ —୩. Eternal (M.W.)