ନିରକ୍ଷାନ୍ତର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ଭୂଗୋଳ ପରିଭାଷା, ନିରକ୍ଷ+ଅନ୍ତର) ସମ୍ପାଦନା

ବିଷୁବରେଖାଠାରୁ ପୃଥିବୀର କୌଣସି ଗୋଟିଏ ସ୍ଥାନର ଦୂରତ୍ୱ —The latitude of a place.

[ଦ୍ରଷ୍ଟବ୍ୟ —ଏହି ସ୍ଥାନ ବିଷୁବରେଖାର ଉତ୍ତରରେ ହେଲେ ଉତ୍ତର ନିରକ୍ଷାନ୍ତର ଓ ଦକ୍ଷିଣରେ ହେଲେ ଦକ୍ଷିଣ ନିରକ୍ଷାନ୍ତର ପରିଗଣିତ ହୁଏ]