ନିମା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - ସମ୍ପାଦନା

୧. ନିମାଇ (ଦେଖ) - Nimāi (See)
୨. (ସ୍ତ୍ରୀ)—ନିମାଈ (ଦେଖ) - ୨. Nimāī (See)

ବୈଦେଶିକ - ବିଶେଷ୍ୟ - (ଫା) ସମ୍ପାଦନା

କୁର୍ତ୍ତା ତଳେ ପିନ୍ଧାଯିବା ଏକପ୍ରକାର କୁର୍ତ୍ତା — A kind of long under-garment.

ପିନ୍ଧାଥିବା ଜାମା ନିମାଗୁଡ଼ିକ ଗୁପତ ଅଙ୍ଗ ଦିଶିଲେ ଝଲକ—କବିସୂର୍ଯ୍ୟ କବିତା

[ଦ୍ରଷ୍ଟବ୍ୟ —ନିମାକୁ ଜାମାର ତଳେ ମୁସଲମାନ ତଳେ ମୁସଲମାନ୍ମାନେ ପିନ୍ଧନ୍ତି ଏହାର ବେକ ପାଖେ ବୋତାମ ନ ଥାଏ ଓ ଏହା ଆଣ୍ଠୁ ଉପରକୁ ଲମ୍ୱିଥାଏ ଏହାର ହାତ (ଆସ୍ତୀନ୍) ଅଧା ଏହାର ଦୁଇପାଖରେ କଲୀ ଥାଏ—ହିନ୍ଦୀ - ଶବ୍ଦସାଗର ଭାଷାକୋଷର ୩ୟ ଖଣ୍ଡରେ 'ଜାମାନିମା' ଶବ୍ଦର ବ୍ୟୁତ୍ପତ୍ତି ରୂପେ 'ନିମା' ଶବ୍ଦକୁ ଜାମାର ଅନର୍ଥକ ସହଚର ଶବ୍ଦ ବୋଲି ଯାହା ଲେଖା ଯାଇଅଛି ତାହା ଠିକ୍ ନୁହେଁ]