ନିମନ୍ତେ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ଅ(ସଂସ୍କୃତ - ନିମିତ୍ତଂ)

ସମ୍ପାଦନା
୧. (ଅମୁକ) ଯୋଗୁଁ — ୧. Owing to; on account of; for the sake of.
୨. (ଅମୁକ) ପାଇଁ; ଲାଗି —୨. For.
୩. (ଅମୁକର) ଉଦ୍ଦେଶ୍ୟରେ —୩. For thye purpose of; with a viewto.