ଶବ୍ଦାର୍ଥ:

ବିଶେଷଣ

ସମ୍ପାଦନା

ନି+ମସ୍ ଜ+କ.ତ

ସମ୍ପାଦନା
  • ଜଳାଦିରେ ମଗ୍ନ
  • ତନ୍ମୟ
  • ଜଳଦିରେ ବୁଡିଯାଇଥିବା
  • ଏକାଗ୍ରଭାବେ ନିବିଷ୍ଟ
  • କୌଣସି କାର୍ଯ୍ୟରେ କିମ୍ବା ଭାବନାରେ ବୁଡିରହିବା

[]

  1. ପ୍ରମୋଦ ଅଭିଧାନ,ପୃଷ୍ଠା-୧୪୩୨

ନିମଗ୍ନ

ଉଚ୍ଚାରଣ

ସମ୍ପାଦନା
(ନିମଗ୍ନା—ସ୍ତ୍ରୀ) 

(ନିମଜ୍ଜନ—ବି)

  • (file)

ସଂସ୍କୃତ - ବିଶେଷ୍ୟ - (ନି+ମସଜ୍ ଧାତୁ= ଡୁବିବା+କର୍ତ୍ତୃ. ତ)

ସମ୍ପାଦନା
୧. ବୁଡ଼ିଯାଇ ଥିବା — ୧. Drowned; sunk; immersed.
୨. ଅନ୍ତଃ ପ୍ରବିଷ୍ଟ —୨. Absorbed in.
୩. ଏକାଗ୍ରଭାବରେ ନିବିଷ୍ଟ; ତନ୍ମୟ (ଚିତ୍ତ;ମନ) — ୩. Devoted to a particular thing.