ନିନ୍ଦେଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ପ୍ରାଦେଶିକ - (କଟକ ସହର) କ୍ରି. (ସଂସ୍କୃତ - ନିଦ୍ରା; ତୁଳ. ବଙ୍ଗାଳୀ - ନିନ୍ଦାନ) ସମ୍ପାଦନା

୧. ନିଦେଇବା; ଘୁମାଇବା; ନିଦ୍ରାସକ୍ତ ହେବା —୧. To feel sleepy or drowsy.
୨. ଶୋଇ ପଡ଼ିବା —୨. To fall asleep.