ନିଦେଇବା

ଉଚ୍ଚାରଣ

ସମ୍ପାଦନା

(ନି[ଦେ]ଇ ପଡୢବା—ଅନ୍ୟରୂପ)

ପ୍ରାଦେଶିକ - (ଗଡ଼ଜାତ) କ୍ରି.

ସମ୍ପାଦନା
୧. ଶୋଇପଡ଼ିବା — ୧. To fall asleep.
୨. ଘୁମାଇବା — ୨. To doze.
୩. ନିଦ୍ରାସକ୍ତ ହେବା —୩. To feel sleepy.