ନିଦାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ନିଦାଇ ପଡ଼ିବା—ଅନ୍ୟରୂପ)

ପ୍ରାଦେଶିକ - (ଗଡ଼ଜାତ) କ୍ରି. ସମ୍ପାଦନା

୧. ଶୋଇପଡ଼ିବା — ୧. To fall asleep.
୨. ଘୁମାଇବା — ୨. To doze.
୩. ନିଦ୍ରାସକ୍ତ ହେବା —୩. To feel sleepy.