ନିଠାଇବା
ନିଠାଇବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାନିଠାଇବା
|
ନିଟାଇବା, ନିଟେଇବା, ନିଠାଆଇବା, ନିଠେଇବାଅନରୂପ
ଦେଶଜ - କ୍ରି. (ସଂସ୍କୃତ - ନିଷ୍ଠା; ପ୍ରା. ନିଟ୍ ଠା)
ସମ୍ପାଦନା- ୧. ଦୃଢ଼ଭାବରେ କୌଣସି କଥା କରିବା — ୧. To do a thing throughly or firmly.
- ୨. ଧୀରଭାବରେ ଦୃଢ଼ ଉଚ୍ଚାରଣପୂର୍ବକ କଥା କହିବା — ୨. To speak a thing with emphasis and slowness.
- ୩. କୌଣସି କାର୍ଯ୍ୟ ତନ୍ନ ତନ୍ନ କରି ବୁଝି କରିବା — ୩. To do a thing deliberately.
- ୪. ଦାନ୍ତ ଚିପି କରି କଥା କହିବା — ୪. To speak by shutting the jaws.
- ୫. ନିଷ୍ଠାର ସହିତ କାର୍ଯ୍ୟ କରିବା — ୫. To persevere.
- ୬. ମଠେଇବା; ବିଳମ୍ୱ କରିବା — ୬. To do a thing slowly or tardily.
- ୭. ଜୋର୍ କରିବା —୭. To use force.
ବାଜନ୍ତେ ମାରଗଳି ଗଣ ନିଠିଆଇ ପଳାଇଲେ ଦାନବେ ଭୟେ ପିଠିଆଇ—କୃଷ୍ଣସିଂହ. ମହାଭାରତ. ବନ