ନିଜ
ନିଜ
ଉଚ୍ଚାରଣ
ସମ୍ପାଦନା(ନିଜା—ସ୍ତ୍ରୀ)
(ନିଜତ୍ୱ—ବି)
ସଂସ୍କୃତ - ବିଶେଷଣ - (ନି+ଜନ୍ ଧାତୁ+କର୍ତ୍ତୃ. ଅ)
ସମ୍ପାଦନା- ୧. ଆପଣାର; ସ୍ୱକୀୟ; ସ୍ୱୀୟ —୧. One's own.
- ୨. ସ୍ୱାଭାବିକ —୨. Natural; proper.
- ୩. ଅନାଦି; ନିତ୍ୟ —୩. Eternal.
- ୪. ଅନନ୍ତ —୪. Endless.
- ୫. ଅକ୍ଷୟ —୫. Imperishable; inexhaustible.
- ୬. ଅସୀମ —୬. Unlimited.
- ୭. ସନାତନ; ସନ୍ତତ; ଚିର —୭. Perpetual.
- ୮. ସ୍ଥାୟୀ —୮. Constant; permanent.
ଅନୁବାଦ
ସମ୍ପାଦନା(ନିଜି—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
ସମ୍ପାଦନାସ୍ୱୟଂ —One's self.
[ଦ୍ରଷ୍ଟବ୍ୟ —ସଂସ୍କୃତରେ ନିଜ ଶବ୍ଦ ବିଣ; କିନ୍ତୁ ଓଡ଼ିଆରେ, ବଙ୍ଗଳାରେ ଓ ହିନ୍ଦିରେ ନିଜ ଶବ୍ଦ ସଙ୍ଗେ ବିଭକ୍ତ୍ୟନ୍ତ ପ୍ରତ୍ୟୟ ଯୋଗ କରି ନିଜର, ନିଜକୁ, ନିଜଠାରୁ ଆଦି ଶବ୍ଦ ବ୍ୟବହୃତ ହୁଏ]