ଶବ୍ଦାର୍ଥ:

ବିଶେଷଣ (ଦେଶଜ) ସମ୍ପାଦନା

  • ଘନିଷ୍ଟ ସମ୍ପର୍କୀୟ
  • ଘନ ନିବିଡ଼; ଘଞ୍ଚ
  • ମୋଟ; ସ୍ଥୂଳନିଘନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ଘନ) ସମ୍ପାଦନା

୧. ଘନିଷ୍ଠ ସମ୍ପର୍କୀୟ — ୧. Closely related.

ଶ୍ୟାମ ସାହୁ ବିଦେଇର ନିଘନ ମଳାଶୁର ଫକୀରମୋହନ. ଗଳ୍ପସ୍ୱଳ୍ପ


୨. ଘନ ନିବିଡ଼; ଘଞ୍ଚ —୨. Dense.

ନବଘନ ରଚିର ନିଘନ କେଶ ମୋର ପ୍ରାଚୀ. ରସବାରିଧି

୩. ମୋଟ; ସ୍ଥୂଳ —୩. Thick.

ସସଞ୍ଚ ଅଂଘ୍ରି ଚାରୁ ଉର ନିଘନ ଜାନୁ ଶୋଭାକର ଜଗନ୍ନାଥ, ଭାଗବତ

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ସମ୍ପାଦନା

ଅତି ନିକଟ ସମ୍ପର୍କ — Close relationship.