ନିଗୁଦି
ନିଗୁଦି
ଉଚ୍ଚାରଣ
ସମ୍ପାଦନା===ପ୍ରାଦେଶିକ - (ପୁରୀ) ବିଶେଷ୍ୟ -
ପତି ବା ଗଞ୍ଜାଇ ସଙ୍ଗେ ମରିଚ ମସଲା ମିଶି ବଟାହୋଇଥିବା ଭାଙ୍ଗର ଗୁଳା; ପାଣିରେ ଗୋଳା ହୋଇ ନ ଥିବା ବଟା ଭାଙ୍ଗର ଗୁଳା — A ball of pasted Ganja and black pepper etc. (before it is mixed with water)
ନିଗୁଦି
===ପ୍ରାଦେଶିକ - (ପୁରୀ) ବିଶେଷ୍ୟ -