ନିଗା
ନିଗା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନା(ନିଂଘା, ନିଘା—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଫାରାସୀ - ନିଗାହ୍; ତୁଳ. ସଂସ୍କୃତ - ନିରୀକ୍ଷଣ)
ସମ୍ପାଦନା- ୧. ଦୃଷ୍ଟି; ନଜର —୧. Sight; look; glance.
- ୨. ତତ୍ତ୍ୱନେବା; ତନଖି —୨. Supervision.
- ୩. ମନୋଯୋଗପୂର୍ବକ ଦୃଷ୍ଟି — ୩. Scrutinising look.
- ୪. ଯତ୍ନ —୪. Care.
- ୫. ଜଗିବା —୫. Watching.
- ୬. ମନୋଯୋଗ —୬. Attention.
- ୭. ଖୁଆଲ; ଧ୍ୟାନ — ୭. Thought; concentration of thought.
- ୮. ଅନୁଗ୍ରହ; ସ୍ନେହମୟ ଦୃଷ୍ଟି — ୮. A look of favour or Kindness.