ନିଗର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ନିଗାର—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ - (ନି+ଗୃ ଧାତୁ=ଗିଳିବା, ଖାଇବା+ଭାବ. ଅ) ସମ୍ପାଦନା

୧. ଭୋଜନ —୧. Eating.
୨. ଗିଳିବା; ଗଳାଧଃକରଣ — ୨. Swallowing; gulping; devouring.
୩. (+କରଣ. ଅ) ତୋଟି; ଗଳାଦେଶ — ୩. Throat.
୪. ନିଗଣ; ହୋମଧୁମ —୪. The smoke issuing from a sacrificial fire.
୫. ଏକ ସମାନ ଓଜନର ୫୫:ଟି ମୋତିର ସମୂହ (ହିନ୍ଦୀ - ଶ.) — ୫. An aggregate of ୫୫ pearls of the same weight.

ପ୍ରାଦେଶିକ - (ଯାଜପୁର)ବିଶେଷଣ - ସମ୍ପାଦନା

ଖାଣ୍ଟି —Genuine.

ଦେଶଜ - ବିଶେଷଣ - ସମ୍ପାଦନା

ନିଶ୍ଚିତ —Certain; definite.