ନିଖିଏ
ନିଖିଏ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ନିକ୍ଷା)
ସମ୍ପାଦନାଅତି ସାମାନ୍ୟ ପରମାଣ — A particle; very small quantity.
ବିଶେଷଣ -
ସମ୍ପାଦନାଅତି ସାମାନ୍ୟ —Very little; a bit of; a particle of; minute.
ଟିକିଏ ନିଖିଏ ବଥାକୁ ଏତେ ବଡ଼ କରିବା ନ୍ୟାୟ ଢଗ
କ୍ରି. ବିଶେଷଣ -
ସମ୍ପାଦନାଅତି ସାମାନ୍ୟ ପରିମାଣରେ —Minutely.
[ଦ୍ରଷ୍ଟବ୍ୟ —ଏହି ଶବ୍ଦ ଟିକିଏ ଶବ୍ଦ ପରେ ସହଚର ରୂପେ ବ୍ୟବହୃତ ହୁଏ; ଟିକିଏ ନିଖିଏ]