ନିଉଞ୍ଛେଇବା

ଉଚ୍ଚାରଣ

ସମ୍ପାଦନା

ନିଉଞ୍ଛାଳିବା, ନିଉଞ୍ଛିବାଅନ୍ୟରୂପ

ଦେଶଜ - କ୍ରିୟାପଦ -

ସମ୍ପାଦନା

ନିଉଁଛାଇବା (ଦେଖ) - Niuñchhāibā (See)

୨. ନ୍ୟୁନ କରି ତୁଳନା କରିବା — ୨. To find a thing inferior after comparision.

ବଦନରେ ଚନ୍ଦ୍ର ଦର୍ପଣ ପଦ୍ମ ନିରଞ୍ଛାଇବା ବଦନରେ ଏହି ଉକ୍ତି କି ଆନ କି ଲକ୍ଷ ଦେବା ଭଞ୍ଜ, ବୈଦେହୀଶବିଳାସ