ନିଆଁ
ନିଆଁ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଅଗ୍ନିର ବିପର୍ଯ୍ୟସ୍ତରୂପ ଗ୍ନିଅ, ଗ୍ନିଅରୁ ନିଆଁ, ନିଆଁ)
ସମ୍ପାଦନା- ୧. ଅଗ୍ନି —୧. Fire.
- ୨. (ଗାଳିରେ ବ୍ୟବହୃତ) ଅଗ୍ନିଦ୍ୱାରା ନଷ୍ଟ ଅବସ୍ଥା — ୨. Burnt or spoiled condition
[ଯଥା— ତୋ ମୁହଁରେ ନିଆଁ]
- ୩. କ୍ରୋଧାଗ୍ନି —୩. Anger (compared with fire).
- ୪. ବିବାଦାଗ୍ନି —୪. Fiery dispute.
- ୫. କ୍ଷୁଧାଗ୍ନି —୫. Very acute hunger.
- ୬. ଅତ୍ୟାଚାରିତ ବ୍ୟକ୍ତିର ହୃଦୟରୁ ଉଠିବା ଅଭିଶାପ — ୬. Imprecations uttered by an oppressed person.
- ୭. ଅଶାନ୍ତି — ୭. Want of tranquility.
- ୮. ସର୍ବନାଶ — ୮. Riun
- ୯. ଚିତାଗ୍ନି — ୯. Cremation fire.
ବିଶେଷଣ
ସମ୍ପାଦନା- ୧. ଅଗ୍ନିପରି ପ୍ରଚଣ୍ଡ — ୧. Firey.
- ୨. କ୍ରୁଦ୍ଧ — ୨. Angry.
[ଉଦାହରଣ— ଯୁଆଁଇଁକି ନିଆଁ ହୋଇଣ ଯୁଦ୍ଧେ କାଣ୍ଡ ବିନ୍ଧ ମୁଣ୍ଡ କାଟିଲା ହେଲା ଗଣ୍ଡ — କୃଷ୍ଣସିଂହ. ମହାଭାରତ ଦ୍ରୋଣ]
- ୩. ଅଗ୍ନିଦଗ୍ଧ — ୩. Burnt.
- ୪. ଉତ୍ତପ୍ତ — ୪. Heated.
- ୫. ଉତ୍ତେଜିତ — ୫. Irritated.
- ୬. (ଗାଳିରେ ବ୍ୟବହୃତ) ସମ୍ପୂର୍ଣ୍ଣରୂପେ ନଷ୍ଟ — ୬. Ruined; utterly spoiled.