ନିଃଶବ୍ଦ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିଃ+ଶବ୍ଦ) ସମ୍ପାଦନା

୧. ନୀରବ —୧. Silent; stil.
୨. ଯେଉଁ ସ୍ଥାନରେ କୌଣସି ଶବ୍ଦ ନ ଥାଏ — ୨. Still (place).
୩. ଯେଉଁ ମନୁଷ୍ୟ ବା ଜୀବ କୈଣସି ଶବ୍ଦ ନ କେର — ୩. Quiet (person); silent.

ସଂସ୍କୃତ - କ୍ରି. ବିଶେଷଣ - (ନିଃଶଙ୍କ) ସମ୍ପାଦନା

ନୀରବରେ — Silently; noiselessly.